by Sachidananda Kar ✓ · 18 May 2019
ସନ୍ଦୀପ୍ ନିରୁତ୍ତର ରହିଲା । ଦୁହେଁ ବାଦାମ ଖାଇଲେ, ଗପିଲେ । ସଂଧ୍ୟାକୁ ଉପଭୋଗ କଲେ । ଦୀପା ଘରକୁ ଫେରିଗଲା । ଆଉ ଦିନେ ପାର୍କରେ ଦୀପା ଗୋଟେ ପଇଡ ଆଣିଲା । ଦୁଇଟି ଷ୍ଟ୍ର ଧରିଥାଏ । - ଆସ,ପଇଡ ପିଇବା । ସନ୍ଦୀପକୁ ଡାକି କହିଲା ସେ । - ଆଉ ଗୋଟେ ଆଣିଲନି? ସନ୍ଦୀପ୍ କହିଲା ।
Loading comments…
Loading comments…