by Jyoti Prakash Sahoo ✓ · 21 Aug 2019
ଟିକେ ସମୟ ପରେ, ରୋହିତ କୁ ଜଣେ ପଛ ଆଡୁ ଆସି hug କଲା, ସେ କୁମାରୀ ଥିଲା । ବୋଧେ ସେଇ ସମୟ ରୋହିତ ର ସବୁଠୁ memorable ସମୟ ଥିଲା । କୁମାରୀ ତାକୁ ବହୁତ କଥା କହିଚାଲିଥିଲା ।
Loading comments…
Loading comments…