by Amiya Bej ✓ · 20 Aug 2017
ମୋର ଏଇସବୁ କଥାକୁ ନାଇଁ ନାଇଁ ଦେଖି ବିରକ୍ତିରେ ସୌମ୍ୟା କହିଲା - ଆଉ କ'ଣ ନର୍କକୁ ??? ଭାରି ମନକୁ ପାଇଲା ମୋର ସୌମ୍ୟାର ଏଇ ପ୍ରସ୍ତାବ । ଏଣେତେଣେ ଚାହିଁ କହିଲି - ଠିକ୍ ଅଛି, ଚାଲ ସୌମ୍ୟା ନର୍କକୁ !!!
Loading comments…
Comments
Loading comments…