by Banabihari Mishra ✓ · 13 Aug 2020
ଶ୍ୟାମଳୀ ମାଡାମ ବଡ଼ ଉତ୍ସୁକ ହେଇ ଚାହିଁ ରହିଥିଲେ ପ୍ରଣବର ଉତ୍ତର ଶୁଣିବା ପାଇଁ। ରାଗିଣୀ ଅବଳା ସୁଲଭ ସଲ୍ଲଜ ଦୃଷ୍ଟିରେ କଣେଇ କଣେଇ ଚାହିଁ ମୁରୁକି ମୁରୁକି ହସୁଥିଲା।
Loading comments…
Loading comments…