by Prabhati Mahapatra ✓ · 28 Aug 2021
ମୁଁ ଭଲ ପାଏନି ? ଭଲ ପାଇବାକୁ ସମୟ ଥିଲେ ତ । ତୁମ ବୋଉ ବାତ ରୋଗରେ ଅସୁସ୍ଥ , ଠାକୁର ଘରେ ସବୁ ଯୋଗେଇ ଆସିଛି । ପିଲାମାନେ ଟିଫିନ୍ ନେଇ ସ୍କୁଲ ଗଲେ । ବାରଣ୍ଡକୁ ଦେଖ ବାପା ଚା' ପି ଖବରକାଗଜ ପଢୁଛନ୍ତି । ଆଉ ତୁମେ ଏଠି ଶୃଙ୍ଗାର ରସ
Loading comments…
Comments
Loading comments…