by ପଙ୍କଜିନୀ ଭୋଇ ✓ · 30 Jun 2019
ମୁକ୍ତ ବିହଙ୍ଗଟିଏ ସାଜି ଆକାଶରେ ଉଡି ବୁଲୁଥାଏ । ଇଛା ହଉଥାଏ ତାକୁ ଖୁସିରେ ଟିକେ ଚିଲ୍ଲେଇବାକୁ, ମ୍ୟାମ୍ ଙ୍କ ପାଖରେ ଥିଲା ବୋଲି ଖାଲି ନିଜକୁ ନିୟନ୍ତ୍ରଣ ରେ ରଖିଥିଲା । ଖୁସିରେ ଗଦ୍ ଗଦ୍ ହେଇ ପଚାରିଲା - ହଁ ମ୍ୟାମ୍, ଡାକିଲେ ?
Loading comments…
Loading comments…