by Lijarani pradhan ✓ · 24 Feb 2022
ଏ ମଦ ଯୋଗୁ ଯେ କେତେ ଜୀବନ ଯାଉଛି, କେତେ ସ୍ତ୍ରୀଙ୍କ ମଥାରୁ ସିନ୍ଦୂର ଲିଭି, କେତେ ଛୁଆ ବାପାଙ୍କ ସ୍ନେହରୁ ବଞ୍ଚିତ ହେଉଛନ୍ତି ଏବଂ କେତେ ମାଆ କୋଳ ଖାଲି ହେଉଛି ତାର ହିସାବ ମିଳିବନି।
Loading comments…
Comments
Loading comments…