by Papu parida ✓ · 13 Oct 2020
ତା ଭିତରେ ସୁନା ପଞ୍ଜୁରୀର ମୋହ ନଥିଲା, ସେ କେବଳ ରାଜକୁମାରୀଙ୍କ ସରଳତା, ଦୁଃଖ, ପ୍ରେମର ନିଆଁରେ ତରଳି ଯାଇଥିଲା । କିନ୍ତୁ ସେ ବୋଧହୁଏ ଜାଣି ନଥିଲା ଏହା ତାର ଜୀବନର ସବୁଠୁ ବଡ ଭୁଲ ହୋଇପାରେ ।
Loading comments…
Loading comments…