by Rajesh Kumar Barik ✓ · 16 Jun 2021
ଅପଲକ ନୟନରେ ଚାହିଁ ବସିଥାଏ, କେତେବେଳେ ଆସିବ ଜ୍ୟୋସ୍ନା, ସଜ ଫୁଟା ଗୋଲାପି ଗୋଲାପକୁ ହାତରେ ଧରେଇ ଦେଲେ କାମ ସରିବ ! ଛାତି ଭିତରର ଦୁକୁଦୁକିଟା ଜୋର ଜୋରସେ ଧଡକୁ ଥାଏ । ମନ ଭିତରେ ଭିନ୍ନ ଏକ ଶିହରଣ ଖେଳି ଯାଉଥାଏ, ତଥାପି ନିରବ ।
Loading comments…
Loading comments…