by Prasanta kumar Hota ✓ · 6 Jun 2021
ତୋର ଯଦି ସେ ଝିଅ ପସନ୍ଦ ତୋର ମଧ୍ୟ ଜାଣିବା ଦରକାର। ଦୁନିଆରେ ସବୁ ଭଲ ଜିନିଷକୁ ପାଇବାକୁ ହେଲେ କିଛି ପ୍ରଚେଷ୍ଟା ଓ ପରିଶ୍ରମ ଦରକାର। ଯୋଉମାନେ ଭାବନ୍ତି ଚାକିରି କରିଛନ୍ତି ବୋଲି ଭଲ ଝିଅ ଆପେ ଆପେ ମିଳିଯିବେ ତା ବିଲକୁଲ ଠିକ୍ ନୁହେଁ।
Loading comments…
Comments
Loading comments…