by Dr Narendra Sethy ✓ · 25 Jun 2021
ସକାଳୁ ତଣ୍ଟିକୁ ଚିପି ରଖିଥିବା ଟାଇକୁ ହୁଗୁଳା କରି ନିଜକୁ ସହଜ କରିବା ଆଳରେ ରେଣୁକାଙ୍କ ଆଡକୁ ଚାହିଁଲେ । ରେଣୁକା କିଛି କହିଲେନି । ଉଠିଯାଇ ଟେବୁଲ ଡ୍ରୟାର ଭିତରୁ ଏକ ନୀଳ ଲଫାଫା ବାହାର କରି ବଢ଼େଇ ଦେଲେ । ବାଘ ହାବୁଡ଼ରେ ପଡ଼ି ଏକ କାକୁସ୍ତ
Loading comments…
Loading comments…