by Ajaya Mahala ✓ · 8 Dec 2019
ମହିଳା ଜଣଙ୍କୁ ସମ୍ପର୍କ କରିବାକୁ ଦେଇଥିବା ଫୋନ ନମ୍ବରରେ କେଇ ଦିନ ପର୍ଯ୍ୟନ୍ତ ବହୁତ ଚେଷ୍ଟା କଲା ଜଗା । ବ୍ଲାଉଜର ମୋଟା ମଜୁରୀ ଅଟକି ରହିଛି ଫେବୃୟାରୀ ମାସରୁ । ଏବେ ମେ ମାସ ସରିବାକୁ ବସିଲାଣି । ହେଲେ ଦେବୀଙ୍କର ଦର୍ଶନ ନାହିଁ ।
Loading comments…
Loading comments…