by Gangadhar Nanda ✓ · 19 Jul 2020
ପୁତ୍ର ବିୟୋଗର ଗଭୀର ପ୍ରଭାବ ପଡ଼ିଥିଲା ଭଳି ମନେ ହେଉଥିଲା । ତଥାପି ଭଦ୍ରବ୍ୟକ୍ତି ସଂଯତ ରହି ମୋ ପ୍ରଶ୍ରର ଉତ୍ତର ଦେଉଥିଲେ । ଦୁଇଟି ନୂତନ ତଥ୍ୟ ବ୍ୟତିତ ଆଉ ସବୁ ପୁରୁଣା କଥାର ପୁନରାବୃତ୍ତି ଥିଲା ।
Loading comments…
Comments
Loading comments…