by Gangadhar Nanda ✓ · 21 Jul 2020
ମନ ଭିତରେ କିନ୍ତୁ ପଣ୍ଡିତ ଗଣନାଥ ଶର୍ମା, ତାଙ୍କ ପୂଜା ତଥା ଗୁରୁଦେବଙ୍କ କଥା ଭାବୁଥିଲି । ମନେ ମନେ ସେ ଗାଁ'ର ଗ୍ରାମରକ୍ଷୀ ମଦନକୁ ଖୋଜୁଥିଲି । ମୋର ଧାରଣା ହେଉଥିଲା କି ମଦନ ଏ ବିଷୟରେ କିଛି ଖବର ଦେଇପାରିବ ।
Loading comments…
Comments
Loading comments…