by Rakesh Mishra ✓ · 7 Nov 2019
ଲାଷ୍ଟ ସପ୍ପର ଆଖିରେ ଆଙ୍ଗୁଳି ଗେଞ୍ଜି ଦେଖେଇ ଦିଏ, ମଣିଷ କେମିତି ବଦଳି ଯାଇପାରେ । ସେ ହିଁ ବିଷ ଦେଇଥାଏ, ଯାହାକୁ ଆମେ ସବୁଠାରୁ ବେଶି ବିଶ୍ୱାସ କରିଥାଆନ୍ତି। ସେ ହିଁ ଧୋକା ଦିଏ ଆମେ ଯାହାକୁ ବେଶି ଭଲ ପାଇ ଥାଆନ୍ତି ।
Loading comments…
Loading comments…