by Akshayakumar Dash ✓ · 13 Mar 2020
ପିତାମାତା ଝିଅର ଏପରି ଦୃଗତି ଦେଖି ଦୁଃଖିତ। ରିତାକୁ କୋଳେଇ ନେଇଛନ୍ତି ପିତା ମାତା । ନିଜ ପିତା ମାତାଙ୍କ ପାଖରେ ରହି ଦିନ ସହରକୁ ଯାଇ ନିଜ ଚାକିର ବଚେଇଛି ।ନାରୀ ଦୃଢ଼ ମନା ହେଲେ କେଉଁଠି ହାରି ଯାଇନି ।
Loading comments…
Loading comments…