by Saswati Samal ✓ · 3 Aug 2019
କେବେ ତା କର୍ତ୍ତବ୍ୟରେ ଅବହେଳା କରିନାହିଁ କିନ୍ତୁ ଏ ସବୁ ଭିତରେ ସେ ଯେମିତି ନିଜକୁ ଭୁଲିଯାଇଛି । ପୁଣି କେବେକେବେ ଇଛା ହୁଏ ନିଜ ପାଇଁ କିଛି ଭାବିବାକୁ କିଛି କରିବାକୁ କିନ୍ତୁ ମନ ଭିତରେ କିଏ ଯେମିତି ତାକୁ ଭିଡି ଧରେ ।
Loading comments…
Comments
Loading comments…