by ABADHOOT PANDA ✓ · 14 Jan 2021
ଆଜିକୁ ହଜାର ବର୍ଷ ପୂର୍ବେ ତୁମ ଦେଶର ଲୋକମାନଙ୍କର ଚରିତ୍ର ସ୍ଵଭାଵ ଖୁବ ଭଲ ଥିଲା l ଅନ୍ୟ ଦେଶର ଲୋକମାନେ ସେମାନଙ୍କୁ ଦେବତାଙ୍କ ପରି ସମ୍ମାନ କରୁଥିଲେ l କିନ୍ତୁ ବର୍ତ୍ତମାନ ସେମାନେ ଗୁଣ ଆଉ କାମରେ ପଶୁ ଠାରୁ ବି ହୀନ ପାଲଟି ଗଲେଣି l
Loading comments…
Loading comments…