by Dr Jharana Satapathy ✓ · 21 Nov 2019
ପଙ୍ଖାର ପବନରେ ଯେତେବେଳେ ମଥାର ଓଢଣାଟି ଖସିଗଲା ଦୀପୁର ନଜର ପଡିଗଲା ତାର ପ୍ରେମିକା ନିଜେ ବସିଛି ବଧୂବେଶରେ ସଜାଇ ହୋଇ ଚଉଠି ରାତିରେ।ତାର ଆନନ୍ଦର ଆଉ ସୀମା ରହିଲା ନାହିଁ l
Loading comments…
Loading comments…