by Narayan chandra Senapati ✓ · 23 May 2019
ସରିଗଲା ବାତ୍ୟା,ଶୁଣିଲା ତା ବିଭୀଷିକା,କ୍ଷୟ କ୍ଷତି ଏମିତି ଅନେକ କିଛି।ଦେଖିଲା ଟିଭି ରେ,ଖବରକାଗଜରେ ଠିକ୍ ଅପେରାର ଦୃଶ୍ୟ ପରି,ମାତ୍ର ଆସି ବାସ୍ତବରେ ଦେଖିପାରିଲା ନାହିଁ ତା ଜୀବନ୍ତ ଦେବା ଦେବୀ ଦୁହିଁଙ୍କୁ।
Loading comments…
Loading comments…