by Dipti lekha Mishra ✓ · 12 Nov 2020
ଦିଦି କହିଲେ ତମମାନଙ୍କ ହାତ ଦେଖାଅ।ଦେଖାଅ କଣ ଧରିଛ? ଆମେ କହିଲୁ ଭଦ୍ରଭଳି ନାଇଁ ତ ଦିଦି କିଛି ଧରିନୁ। ସତ କୁହ ନ ହେଲେ ତମ ବାପାମାନଙ୍କୁ ଡାକିବି ଆଉ ମାଡ ଖୁଆଇବି। ଆମେ ଜିଦ କଲୂ ଆଉ କହିଲୁ ଆମେ କିଛି ଖାଇନୁ ଦିଦି।ଆପଣ ସତ ନ କଲେ ନାଇଁ।
Loading comments…
Loading comments…