by Minakshi Samal ✓ · 25 Nov 2019
ଆଶା କିନ୍ତୁ ଛାଡି ନଥିଲେ ସମୀରଣ ବାବୁ। ଏମସ୍(ଦିଲ୍ଲୀ)ରେ ପହଞ୍ଚି ଗଲେ ସେ ସପରିବାର। ହାରିବାର ଲୋକ ନୁହଁନ୍ତି ସେ। ଡକ୍ଟର ସବ୍ୟସାଚୀଙ୍କ ଚ୍ୟାମ୍ବର ସାମନାରେ ଅପେକ୍ଷା କରୁଥିଲେ ନିଜର ପୁଅ ସଚିନ ର ପାଳି ଆସିବା ପର୍ଯ୍ୟନ୍ତ ।
Loading comments…
Loading comments…