by Satya Ranjan Sahoo ✓ · 23 Oct 2019
ତାଙ୍କ ମୁହଁ ରେ ଥିଲା ଚିରନ୍ତନ ହସ ମୁଖରେ ଦୁଃଖର କୌଣସି ଆଭାସ ନାହିଁ। ଯେପରି ନୀଳକଣ୍ଠ ହୋଇ ସବୁ ଦୁଃଖକୁ ପିଇ ନେଇଛନ୍ତି ସେ। ମନରେ ଏତେ ଦୁଃଖ ଥାଇ ଜଣେ ଏତେ ଖୁସିରେ କେମିତି ରହିପାରେ, ସତରେ ମା' ତୁ କେତେ ମହାନ୍ ଏତେ ସହନଶୀଳତା ତୁ ଆଣୁଛୁ
Loading comments…
Comments
Loading comments…