by Panchanan Jena ✓ · 18 May 2019
ମା’ ଯିଏ ମୋତେ ଏତେ ଭଲ ପାଉଥିଲା , ମୋତେ ନ ଖୁଆଇ ଦେଲେ ଟୋପେ ପାଣି ବି ଗ୍ରହଣ କରୁ ନଥିଲା , ମୋତେ ତା’ ଜୀବନର ମଣି-ଅନ୍ଧର ଲଉଡି କହି କେତେ ଲୁଲୁ ବାୟା ଗୀତ ଶୁଣାଉ ଥିଲା .....ବାପାଙ୍କ ଅନ୍ତେ ଏତେ ମାତ୍ରାରେ ବଦଳି ଗଲା କେମିତି ? ଏତେ ଚେଞ୍ଚ ହେଲା କିପରି ?
Loading comments…
Comments
Loading comments…