by Arati Sahoo ✓ · 8 Sept 2020
ଝରଝର ଲୁହ ବୋହି ଯାଇଥିଲା ଅନ୍ତାର । ସେହି ମୁହୂର୍ତ୍ତରେ ଅନ୍ତାର କାୟାକଳ୍ପ ହୋଇଗଲା । ସେହି ପଦେ କଥା ତାକୁ ଅନନ୍ତ ଜ୍ଞାନେଶ୍ଵର ବନେଇଦେଲା ।
Loading comments…
Loading comments…