by Narayan chandra Senapati ✓ · 15 Sept 2019
ତୁ କହୁଥିଲୁ ପରା, ଭଗବାନ ଅନ୍ୟାୟ ସହନ୍ତି ନାହିଁ,ପ୍ରତ୍ୟେକଙ୍କୁ ଉଚିତ୍ ପ୍ରାପ୍ୟ ଦିଅନ୍ତି,ହେଲେ ମୋ ପ୍ରତି ଅନ୍ୟାୟ କାହିଁକି ମାଆ।ମୁଁ କାହିଁ ପ୍ରଶଂସା ପତ୍ର ପାଉନି।ମୋ ମାଆ ବୁଝାଉଥିଲା,ନିଜର ଦକ୍ଷତା ଥିଲେ ପ୍ରଶଂସା ପଛରେ ଗୋଡାଏ ରେ ଧନ
Loading comments…
Loading comments…