by Madhabi Patel ✓ · 3 Jan 2021
କଲେଜ ଫିଜ ଭଲ ଡ୍ରେସପଟା ବହିପତ୍ର ସାଙ୍ଗରେ କେବେ ପୂଜା ପିକ୍ନିକ୍ ର ଖର୍ଚ୍ଚ ବି ଲାଗିବ।ହେଲେ ମାନିନୀର ବଡ ଆଗ୍ରହ ଥିଲା ପାଠ ପଢି କିଛି ଗୋଟେ କରିବ ବୋଲି।ବାପା ମାଆ ଝିଅର ମନକୁ କେମିତି ଭାଙ୍ଗନ୍ତେ।ସମାନେ ଝିଅକୁ କଲେଜ ପଠାଇଲେ ପଢିବା ପାଇଁ।
Loading comments…
Comments
Loading comments…