by Gangotri Priyadarshini ✓ · 12 Nov 2020
ମୁଁ ଯାହା କହିବି ମୋ ପ୍ରେମର ଅପମାନ ହେବ । ପ୍ରେମ କରିବା ମାେ ହୃଦୟ ର ନିର୍ଦ୍ଦେଶ ଥିଲା । ତୁମକୁ ହରେଇବା ହୁଏତ ମୋର ଦୁର୍ଭାଗ୍ୟ ଥିଲା , ନା ନା ଏବେ ଭାବୁଛି ସୌଭାଗ୍ୟ ଥିଲା । ଭଗବାନଙ୍କ ମାଡ଼ ର ଶବ୍ଦ ନଥାଏ । ଜୀବନ ରାସ୍ତାରେ ଖୁସିରେ
Loading comments…
Loading comments…