by Krushnapriya Mohapatra ✓ · 10 Feb 2020
ସେଦିନ ଆମ୍ବଗଛରେ ବଉଳ ତାକୁ କାହିଁକି ବେଶି ମହ ମହ ବାସୁଥିଲା,ଶୀତଳ ପବନ ଦେହରେ ବାଜି ଶୀହରଣ ସୃଷ୍ଟି କରୁଥିଲା । ସେଇ ବଉଳର ବାସ୍ନା, ବାସ୍ନାର ବିଭୋର ପଣରେ ବିତି ଗଲା ସେଇ ବର୍ଷର ବସନ୍ତ ,ଗ୍ରୀଷ୍ମ ଆଉ ବର୍ଷା ପରେ ଶୀତ ।
Loading comments…
Loading comments…