by Anita Jena ✓ · 26 Mar 2021
ବାପା ଆସି ଡାକିଲେ କଣ ବର୍ଷାରେ ଓଦା ହେଇ ଜ୍ଵରରେ ପଡ଼ିବାର ଇରାଦା ଅଛି ନା କଣ !!! ବାପାଙ୍କ ସ୍ୱର ଶୁଣି ମୁଁ ମୋ ଭାବନା ରାଇଜରୁ ବାହାରି ଆସି ଘର ଭିତରକୁ ଚାଲି ଆସିଲି ।
Loading comments…
Loading comments…