by Sabita Nayak ✓ · 21 Jun 2021
ନିହାରିକା ଭାବବିହ୍ୱଳ ହୋଇପଡୁଥିଲା । କୋଳରେ ଧରି ମା'ଙ୍କର ଦୁଇପାଦକୁ ମଥାରେ ଲଗାଇଲା । ଓଃ! ଅବର୍ଣ୍ଣନୀୟ ସେ ଅନୁଭବ । ମାତୃତ୍ୱର ପ୍ରଥମସ୍ପର୍ଶ ପୃଥିବୀର ସବୁ ସୁଖ ଠାରୁ ନିଆରା ।
Loading comments…
Loading comments…