by Lalita Mohan Mishra ✓ · 7 Jan 2020
ବଡ ଛୁଆଟି ବାହୁନେଇ ବାହୁନେଇ କାନ୍ଦୁଥାଏ । ମାଆକୁ ବାରମ୍ବାର ତାର ଭାଷାରେ ପଚାରୁଥାଏ ? ? ? ତୁ କ'ହ ମାଆ - ଆମ ପାଇଁ କାହିଁକି ଏତେ ଅନ୍ୟାୟ ? ? ? ସଂସାରରେ ଭଗବାନ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି ପ୍ରାଣ ଦେଇଛନ୍ତି ! ! !
Loading comments…
Loading comments…