by Nityananda Nandi ✓ · 6 Sept 2020
କିଏ ଖୋଜିଦେବ ତମ ଚଷମା ! ଆଇଓଡିନ କିଏ ମାଲିସ୍ କରିଦେବ ତମ ଆଣ୍ଠୁରେ ! ମୋତେ ଛାଡ଼ି ଦୁନିଆରେ ତମେ ଆଉ କାହାକୁ ବିଶ୍ୱାସ କରନି, ବହୁତ କଷ୍ଟ ପାଇବ ତୁମେ ମୋ ଅନୁପସ୍ଥିତିରେ।
Loading comments…
Loading comments…