by Parameswar Ojha ✓ · 31 Jul 2019
ତାଙ୍କ କଥାବାର୍ତ୍ତା କାର୍ଯ୍ୟକଳାପ ବ୍ୟବହାର ରୁ ମିଳେ ମାତ୍ର ତ ପ୍ରତାରଣା ର ପ୍ରତିଛବି ଦେଖିବାକୁ ପାଇନଥିଲା ସେ । ପ୍ରଥମ ହାତ ଧରିଲା ବେଳେ ଯୋଉ ବିଶ୍ବାସ ଥିଲା ଏବେବି ସେଇ ବିଶ୍ୱାସ ମୋହନ ଙ୍କ ଉପରେ ସତେଜ ଅଛି ପଦ୍ମା ର ଟିକିଏ ବି ମଉଳିନି । ତେବେ କ'ଣ ମୋହନ ପଦ୍ମା କୁ ଠକି ଦେଲା ?
Loading comments…
Loading comments…