by Amit Panda ✓ · 18 Mar 2020
ମାଆ କୁ ବୁଝାଇବାକୁ ଶତ ଚେଷ୍ଟା କରି ମଧ୍ୟ ବିଫଳ ହେଲା ଯେବେ ତାକୁ ମାଆ କହିଲେ କି," ଆମେ ବାପାମାଆ କଣ ପୁଅ ଜନ୍ମ କରିଥିଲୁ ଏଇଆ ଶୁଣିବାକୁ, ଆମର ଭୂମିକା କିଛି ନାଇଁ ତୋ ପାଖେ। ଦୁଇ ମାସରେ ସେ ଝିଅ ଏତେ ଗୁରୁତ୍ବ ହୋଇଗଲା ତୋ ପାଇଁ।"
Loading comments…
Comments
Loading comments…