by ବୈଦ୍ଯନାଥ ସାହୁ ✓ · 31 Jul 2019
ଅପରପାର୍ଶ୍ୱରୁ ନଣନ୍ଦଙ୍କ ଯନ୍ତ୍ରଣାଭରା କଣ୍ଠସ୍ୱର ! ଭାଉଜ ମୁଁ......, ବଡ଼ମେଡିକାଲରେ ଶୀଘ୍ର ଆସ। ମୁଁ ଆଉ ବଞ୍ଚିବି ନାହିଁ। ଆତ୍ମଜା ବିବ୍ରତ ହେବା ସତ୍ତ୍ୱେ ନଣନ୍ଦଙ୍କୁ ଧର୍ଯ୍ୟ ଧରିବାକୁ କହି ଯଥାଶୀଘ୍ର ପହଞ୍ଚିବାର ଆଶ୍ୱାସନା ଦେଲେ।
Loading comments…
Loading comments…