by ଅନିଲ କୁମାର ଲେଙ୍କା ✓ · 24 Jul 2021
ମହାରାଜ-ହେଲେ ବସୁନ୍ଧରା, ମୁଁ ତ ତମକୁ ଏତେ ଭଲପାଏ ଯେ, ଭୁଲିବା ଆଦୌ ସମ୍ଭବ ନୁହଁ । କେମିତି ମୋ ଛାତି ସହିବ, ତମ ସୀମନ୍ତରେ ଅନୁପର ସିନ୍ଦୂର ଦେଖି ? କେମିତି ମୁଁ ମୋ ମନକୁ ବୁଝେଇବି, ତମ ହାତରେ ଅନୁପ ପିନ୍ଧେଇ ଦେଇଥିବା ଚୁଡି ରୁମଝୁମ୍ ହେଇ
Loading comments…
Loading comments…