ସମସ୍ତେ ଏହା ଦେଖୁଥାନ୍ତି ଏହା ଦେଖି ସମସ୍ତଙ୍କ ଆଖିରେ ଲୁହର ସାଗର ଯେମିତି ଲହଡି ଖେଳୁଛି । କିଏ କାହାକୁ କିଛି କହି ପାରୁନାହାନ୍ତି l ସେହି ସମରେ ଆହୁରି ଗୁଳି ବର୍ଷଣ ହେଲା । ସମସ୍ତେ ନିଜ ନିଜ ସ୍ଥାନରେ ସତର୍କ ସହିତ ଅଛନ୍ତି l ରାଜବୀର ଥିବା ସ୍ଥାନରୁ କିଛି ଦୂରରେ ମୁଖା ବାନ୍ଧି ଦୁଇଜଣ ଆତଙ୍କବାଦୀ ଦେଖା ଗଲେ । ଏହା ଦେଖି ରାଜବୀର କ୍ଯାପ୍ଟେନ୍ ସାହାବଙ୍କୁ ଜଣାଇଲେ ଏବଂ କ୍ଯାପ୍ଟେନ୍ ସାହାବ ବନ୍ଧୁକ ଖୋଲିବାକୁ ଆଦେଶ ଦେବା ମାତ୍ରେ ଦୁଇଜଣ ଆତଙ୍କବାଦୀଙ୍କୁ ଆଖି ପିଛୁଳାକେ ମାରି ଲହୁ ଲୁହାଣ କରିଦେଲେ 'ଏ' ପ୍ଲାଟୁନ l
Loading comments…