by Madhabi Patel ✓ · 11 Jan 2022
ଯେତେବେଳେ ସେ ଏମିତି ଅପକର୍ମ କରୁଥିଲେ ତୁମେ ତାଙ୍କୁ ଘଣ୍ଟ ଘୋଡେଇ ରଖୁଥିଲ । ଆଉ ସେଇକାମ ଆମେ କଲୁ ତେବେ ଆମେ ଦୋଷୀ ହେଲୁ କେମିତି? ପୋଲିସଇନ୍ସପେକ୍ଟର ବି ଏ ପ୍ରଶ୍ନର ଉତ୍ତର ଦେଇ ପାରୁନଥିଲେ ।
Loading comments…
Loading comments…