by Abinash Pani ✓ · 27 Jul 2019
ଶୀତ ଶେଷ ସମୟ। ଝରକା ବାଟ ଦେଇ ଡ୍ରଇଂ ରୁମକୁ ମଝିରେ ମଝିରେ ଦଲକାଏ ହେମଳିଆ ପବନ, ଶାଲ ଘୋଡ଼ା ଶରୀରକୁ ଥରେଇ ଦଉଥାଏ। ସେଇଠି ସେତେବେଳୁ କଫି କପ୍ ଟା ଥୁଆ ହେଇଛି ଯେ ଶୁଖିକି ଅଠା ହେଲାଣି। ହଠାତ୍ ସେପଟ ଘରୁ ଛୋଟ ଛୁଆର କାନ୍ଦ ଶୁଣି ବ୍ୟସ୍ତ ହେଇପଡ଼ିଲା ଶାନ୍।
Loading comments…
Loading comments…