by Bijayalaxmi Das ✓ · 22 Oct 2020
ମିନିଙ୍କର କିଛି ବୁଝିବାକୁ ବାକି ରହିଲାନି। ଥରେ ପିଲାଙ୍କ ମୁହଁକୁ ଓ ଆଉ ଥରେ ଅବିନାଶଙ୍କ ମୁହଁକୁ ଅନାଇ ମିନି ଗଡରେଜ୍ ଆଡେ ଚାଲିଗଲେ। ହୃଦୟରେ ଏକ ଶକ୍ତ କଣ୍ଟା ବାଡ଼େଇବାକୁ ଆଉ ଡେରି କଲେନି।
Loading comments…
Loading comments…