by Er Subhransu Kumar Behera ✓ · 9 May 2021
ଅଳ୍ପ କିଛି ଝାଳ କପାଳରେ ଅନୁଭୂତ କରୁ କରୁ ପଳାଇ ଆସିଲି ରୁମ ବାହାରକୁ । ରୂପଶ୍ରୀର ଅନ୍ୟ କେଉଁ ଏକ ଅଚିହ୍ନା ଯୁବକ ସହିତ ଅତିଶୟ ଅନ୍ତରଂଗ ଫଟେ ବାସ୍ତବକୁ ଗ୍ରହଣ କରିବାଟା ଏତେ ସହଜ ନ ଥିଲା ।
Loading comments…
Loading comments…