by Kanan Bala Nayak ✓ · 18 Aug 2019
ହସ୍ପିଟାଲ୍ ରେ ଆର୍ମି ର ଜଣେ କର୍ମଚାରୀ ତାଙ୍କୁ ସୁମିତ୍ ରୁମ୍ କୁ ନେଇ ଗଲେ। ସୁମିତ୍ କୁ ହସ୍ପିଟାଲ ବେଡ୍ ରେ ଦେଖି ତା ବୋଉ ଯୋରରେ ଚିତ୍କାର କରି କାନ୍ଦିବାକୁ ଲାଗିଲେ। ସୁମିତ୍ କହିଲା ବୋଉ ମୁଁ ଠିକ୍ ଅଛି ତୁ କାନ୍ଦୁଛୁ କାହିଁକି?
Loading comments…
Loading comments…