by Lalita Mohan Mishra ✓ · 5 Sept 2019
ଆମ୍ବଗଛ ମୂଳେ ଧଳା ବସ୍ତ୍ର ପରିଧାନ କରି କିଏ ଜଣେ ନାରୀ ନିକାଞ୍ଚନରେ ଏକାଗ୍ରତାରେ ଠିଆ ହୋଇ ଥିବାର ଲକ୍ଷ୍ଯ କଲି । ଲମ୍ବ କେଶ ଦ୍ବାରା ମୁଖ ମଣ୍ଡଳ ଆବୃତ୍ତ ହୋଇ ରହିଅଛି । ମେରୁହାଡ ଟାଇଁ ଟାଇଁ ହେଲା ପରି ଶଦ୍ଦ ହେଉଛି ।
Loading comments…
Loading comments…