ଟିକିଏ ସମୟ ଚୁପ୍ ରହି ବୁଢୀମାଉସୀ କହିଲେ " ଆରେ ପୁଅ ! ଯେଉଁ ଅତୀତରୁ ମୁଁ ବାହାରିବାକୁ ଚାହୁଁଛି ତୁ ପୁଣି ମୋତେ ସେହି ଅତୀତ କୁ ନେଇଯାଉଛୁ । ହେଉ ଶୁଣ ! ମୋ ଗର୍ଭ ପିଲା ଧରି ରଖିବା ପାଇଁ ସକ୍ଷମ ନଥିଲା। କହିବାକୁ ଗଲେ ମୁଁ ମା ହେବାପାଇଁ ଥିଲି ଅକ୍ଷମ । କେହି ମୋତେ ବିବାହ କରିବାକୁ ରାଜି ହେଉନଥିଲେ। କିନ୍ତୁ ତୁମ ମଉସା ମୋତେ ସ୍ବଇଚ୍ଛା ରେ ବିବାହ କରିଥିଲେ ।
Loading comments…