by Gitanjali Pujapanda ✓ · 14 May 2022
ରାନୁଟା ସେବା କରି କରି ମୋର ମଲାଣି ଏବେ ଗୋଟେ ନୂଆ ଝିଅଟେ ରଖିଛି ,ମୋର କାମ ସେ ସବୁ କରୁଛି ।ତୁ ମୋ ପାଇଁ ବ୍ୟସ୍ତ ଜମା ହୁଅନା ବୁଝିଲୁ ,ତୁ ତୋ ପିଲା ଆଉ ରୋଜି କଥା ଚିନ୍ତା କର, ମୁଁ ଭଲ ହେଲେ ତୋ ପାଖକୁ ନିଶ୍ଚିତ ଯିବି ।
Loading comments…
Loading comments…