by ଅନିଲ କୁମାର ଲେଙ୍କା ✓ · 24 Jul 2021
ବିଚରା ଆଜମ ନିଜ ସ୍ତ୍ରୀ ପାଇଁ କାନ୍ଦି କାନ୍ଦି ଦିନ କାଟିଲା । ଏହି ଦୁଃଖ ବେଳେ ଯଦି ବୀଣା ବଜାଇ ସେ ଗୀତ ଗାଉଥିଲା, ତେବେ ସେହି କରୁଣ ଗୀତ ଶୁଣି ପାହାଡ, ଝରଣା, ଗଛଲତା ସୁଦ୍ଧା ସମସ୍ତେ ଅତି ଦୁଃଖରେ କାନ୍ଦି ପକାଉଥିଲେ । ଆଜମ ପକ୍ଷରେ ଏକାକୀ
Loading comments…
Loading comments…