by Tankadhar Majhi ✓ · 11 Dec 2019
ବୃଦ୍ଧ ସ୍ଥିର ନୟନରେ ଅନାଇଲା ବନ୍ଦ କରି ଦେଇଥିବା କବାଟକୁ । ତା ଆଖିରେ ଏଥର ଲୁହ ଭାସି ଆସୁଥିଲା ସମୂଦ୍ର ଢେଉ ପରି । ପାହାଚ ତଳରୁ ଦୁଇ ଚାରି ପାଦ ପଛକୁ ଫେରି ନିର୍ଜନ ସ୍ଥାନରେ କୁକୁରକୁ ଧରି କାନ୍ଦିଲା, ଆରାମ ଲାଗିବା ପର୍ଯ୍ୟନ୍ତ ।
Loading comments…
Comments
Loading comments…