by ଶ୍ରୀମାନି ପ୍ରିୟଦର୍ଶିନୀ ଦାସ ✓ · 21 Jun 2021
ଯଦି ତାର ପୁଅ ସାଇକେଲଟିଏ ପାଇଁ ଏତେ କଷ୍ଟ କରୁଛି , ବିନା ସାଙ୍ଗ ସାଥିରେ ପିଲାଦିନକୁ ଭଲରେ ଉପଭୋଗ କରି ପାରୁନି ତେବେ ତାର ଭବିଷ୍ୟତରେ ପିଲାଦିନ କଥା ଭାବି କି ଖୁସି ହେଵ ? ଯେମିତି ବି ହେଉ ପୁଅ ପାଇଁ ସାଇକେଲ ନିଶ୍ଚୟ କିଣିବି ।'
Loading comments…
Comments
Loading comments…