by Banasmita Panda ✓ · 23 Jan 2021
ପଚିଶ ବର୍ଷ ପୂର୍ବେ ତା ବାପ ଚାଲିଗଲା ମଦ ପି ପି , ବାପ ଛେଉଣ୍ଡ ପିଲାଟାକୁ ଏକଲା ସ୍ତ୍ରୀ ଲୋକ କିପରି, କେତେ ଘରେ ମୂଲ ଲାଗି ତାକୁ ବଡ଼ କଲି.. ଯଦି ସେ ଭୁଲିଗଲା ତ ମୁଁ କଣ ଆଉ କରି ପାରିବି
Loading comments…
Loading comments…